fbpx

ଏନଆଇଏଲଆଇଟିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ମଦନ ମୋହନ ତ୍ରିପାଠୀ

ନୂଆଦିଲ୍ଲୀ: ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି (ଏନଆଇଏଲଆଇଟି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ମଦନ ମୋହନ ତ୍ରିପାଠୀ । ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେଏନଆଇଏଲଆଇଟ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି । । ଏନଆଇଏଲଆଇଟରେ ଯୋଗଦେବା ପୂର୍ବରୁ ଡକ୍ଟର ତ୍ରିପାଠୀ ଦିଲ୍ଲୀର ଟେକ୍ନୋଲୋଜି ୟୁନିଭରସିଟିରେ ପ୍ରଫେସର ଥିଲେ । ସେ ମଧ୍ୟ ଡିଟିୟୁରେ ଆଭ୍ୟନ୍ତରୀଣ ଗୁଣବତ୍ତା ସୁନିଶ୍ଚିତ ସେଲ୍‌ (ଆଇକ୍ୟୁଏସି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.