fbpx

ଶାରଦା ମାଇନ୍ସରେ ଚଢ଼ାଉ କଲା ED

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶାରଦା ମାଇନ୍ସର ୨ ନିର୍ଦ୍ଦେଶକଙ୍କ ଘରେ ଆଜି ଚଢ଼ାଉ କରିଛି ଇଡି । ବେଆଇନ୍ ଅର୍ଥ କାରବାର ଲିଙ୍କ ଅଭିଯୋଗରେ ଇଡ଼ି ଚଢ଼ାଉ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବଡ଼ବିଲ ସ୍ଥିତ ଘର ଓ ଅଫିସ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କଣ କଣ ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.