fbpx

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ମାମଲା: ଆକାଶ ପାଠକଙ୍କୁ ୬ ଘଣ୍ଟା ଧରି ଇଡିର ଜେରା

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ମାମଲା । ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ୬ ଘଣ୍ଟା ଜେରା କଲା ଇଡି । ଝାରପଡ଼ା ଜେଲରେ ଆକାଶକୁ ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଟଙ୍କା ଦେଣନେଣ ନେଇ ଜେରା କରିଥିବା ସୂଚନା । ପୂର୍ବରୁ ମଧ୍ୟ ଆକାଶଙ୍କୁ ଝାରପଡ଼ା ଜେଲରେ ଜେରା କରିଥିଲା ଇଡି ।

ଅଭିଯୋଗ ରହିଛି ଆକାଶ ପାଠକ ନିଜକୁ ଟାଟା କମ୍ପାନୀର ଏମଡି ବୋଲି ପରିଚୟ ଦେଇ କମ୍ପାନୀରେ ଚାକିରି କରାଇଦେବାକୁ କହି ଠକୁଥିଲେ ।

Get real time updates directly on you device, subscribe now.