fbpx

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଟିଟିଲାଗଡ଼: ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ସଇଁତଳା କରମତଲା ନିକଟରେ କିଛି ଦୁର୍ବୁତ୍ତ ଅଣ୍ଡାମାଡ଼ କରିଥିବା ଅଭିଯୋଗ । କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବାବେଳେ ଅଣ୍ଡାମାଡ଼ ।

ଗୁରୁବାର ସମାନ ଢ଼ଙ୍ଗରେ ସାଂସଦ ରମେଶ ମାଝୀଙ୍କୁ ମଧ୍ୟ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଗଲାବେଳେ ଅଣ୍ଡାମାଡ଼ କରିଥିଲେ ଲୋକେ ।

Get real time updates directly on you device, subscribe now.