ବିଦ୍ୟୁତ ଦର ବଢିବ ନାହିଁ, ଏହି ବିଲ୍ ପେମେଣ୍ଟ କଲେ ମିଳିବ ୪ ପ୍ରତିଶତ ରିହାତି

ବିଦ୍ୟୁତ ଦର ଅପରିବର୍ତ୍ତିତ: ଓଇଆରସି

ଭୁବନେଶ୍ୱର: ବିଦ୍ୟୁତ ଦର ନେଇ ଆଜି ପ୍ରେସମିଟ କରିଛି ଓଇଆରସି । ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ ।

ଏହି ପ୍ରେସମିଟରେ କୁହାଯାଇଛି ଯେ, ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ମିଳିବ ୪ ପ୍ରତିଶତ ରିହାତି ମିଳିବ । ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।