fbpx

SAIL ପକ୍ଷରୁ ବାହାରିଲା ୪୦୦ଟି ପଦବୀ: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ଷ୍ଟିଲ ଇଣ୍ଡିଆ ଅଥରିଟି ଅଫ୍ ଇଣ୍ଡିଆ (ସେଲ) ପକ୍ଷରୁ ୪୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବା ପରେ ଅନଲାଇନରେ ଆବେଦନ କରିବାକୁ ଅନୁରୋଧ ।

ଟ୍ରେନ ଆପ୍ରେଣ୍ଟାଇସ, ଟେକ୍ନିସିଆନ ଆପ୍ରେଣ୍ଟାଇସ ଓ ଗ୍ରାଜୁଏଟ ଆପ୍ରେଣ୍ଟାଇସ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଆସନ୍ତା ୩୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଏଥିରେ ଆବେଦନ ପାଇଁ ପ୍ରାର୍ଥୀଙ୍କର ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://sail.ucanapply.com/otr?app_id=UElZMDAwMDAwMQ==

ସର୍ଟ ନୋଟିଫିକେସନ ଲିଙ୍କ:

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.sailcareers.com/secure?app_id=UElZMDAwMDAwMQ==

Get real time updates directly on you device, subscribe now.