fbpx

ଛତିଶଗଡରେ ଏନକାଉଣ୍ଟର, ୮ ନକ୍ସଲ ନିପାତ

AAKASH

ଭୁବନେଶ୍ୱର: ଛତିଶଗଡରେ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁର ଜିଲ୍ଲାର ଆବୁଝମା ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ଆବୁଝମା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ । ଗୁଳି ବିନିମୟରେ ୮ ମାଓବାଦୀ ନିପାତ ହୋଇଛନ୍ତି । ତେବେ ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି ।

Get real time updates directly on you device, subscribe now.