fbpx

(video): ନେହା କକ୍କଡଙ୍କ ପ୍ରାଇଭେଟ ଭିଡିଓ ସେୟାର ପରେ ସୋସିଆଲ ମିଡିଆରେ ଝଡ, ପତିଙ୍କ ସହ ଖୁଲ୍ଲମଖୁଲ୍ଲା କରୁଛନ୍ତି ରୋମାନ୍ସ…

ଓଡିଶା ଭାସ୍କର:ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କଡ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥାଆନ୍ତି । ସେ ଏଥିରେ ନିଜର ସ୍ୱାମୀ ରୋମନପ୍ରୀତ ସିଂଙ୍କ ସହ ଭିଡିଓ ସେୟାର କରନ୍ତି । ଏହାବାଦ ଅନେକ ଫଟୋରେ ଉଭୟ ଦମ୍ପତି ବେଶ୍ ସୁନ୍ଦର ଲାଗନ୍ତି । ଇତିମଧ୍ୟରେ, ନେହା ଏକ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

 

View this post on Instagram

 

A post shared by Neha Kakkar (@nehakakkar)

ନେହା କକ୍କଡ ସେୟାର କରିଥିବା ଭିଡିଓରେ ସେ ଓ ତାଙ୍କ ସ୍ୱାମୀ ଏକ କ୍ରୁଜରେ ଅଛନ୍ତି । ଲଭ ଓ ରୋମାନ୍ସରେ ସେମାନେ ଲିପ୍ତ ରହିଛନ୍ତି ଭିଡିଓରେ । ନେହା ତାଙ୍କ ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖିଛନ୍ତି । ସେପଟେ ନେହାଙ୍କ ସ୍ୱାମୀ ସେମ୍ପେନ ପିଉଥିବା ଭିଡିଓରେ ନଜର ଆସୁଛନ୍ତି । ଏହି ଭିଡିଓର କ୍ୟାପସନରେ ନେହା ଲେଖିଛନ୍ତି, ‘ମେରା ସେଫ ପ୍ଲେସ’ । ଭିଡିଓରେ ସେ ନିଜ ସ୍ୱାମୀକୁ ଟ୍ୟାଗ କରିଛନ୍ତି । ଭିଡିଓର କମେଣ୍ଟରେ ରୋହନପ୍ରୀତ ଲେଖିଛନ୍ତି,‘ହମେଶା ତେରେ ନାଲ ଖଡା ହୁଁ’ । ଭିଡିଓକୁ ଦେଖି ବହୁତ ଜଣ ସେମାନଙ୍କ ପ୍ରଶଂସା କରୁଛନ୍ତି । ମାତ୍ର କେତେକ ୟୁଜର୍ସ ଏହାକୁ ନାପସନ୍ଦ ବି କରିଛନ୍ତି । ଜଣେ ୟୁଜର୍ସ ଭିଡିଓ ଦେଖି କହିଛନ୍ତି ଯେ, ଯଦି ଗାୟିକା ସେ ତେବେ ଏଭଳି ଭିଡିଓ ସେୟାର ନ କରି ଗୀତ ସେୟାର କରନ୍ତୁ । ଲଜ୍ଜା ନାହିଁ ନେହାଙ୍କ ପାଖରେ ବୋଲି ସେ ଜଣାଇଛନ୍ତି ।

Get real time updates directly on you device, subscribe now.