fbpx
BJD SKY
BJD SKY

ବିପୁଳ ପରିମାଣର ବିସ୍ଫୋରକ ଜବତ

BJD

ଓଡ଼ିଶା ଭାସ୍କର: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ୧୨ଟି ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲଟିନ୍ ଷ୍ଟିକ୍ ଜବତ କରିଛି ଊଠୠ । ଏବେବି ସର୍ଚ୍ଚ ଅପରେସନ ଜାରି ରହଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.