fbpx

ଇଡିରେ ହାଜର ହେବେ ପ୍ରଯୋଜକ ଅକ୍ଷୟ ପରିଜା!

ଭୁବନେଶ୍ୱର: ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଡୁଆ ଧୀରେ ଧୀରେ ବଢିବାର ଲାଗିଛି । ଜଣେ ଯୁବତୀଙ୍କୁ ଫିଲ୍ମ ଦେବା ନାଁ ରେ ୧ ବର୍ଷ ଧରି ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ସହ ତାକୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥଲା । ଏହାପରେ ସେ ଏହି ମାମାଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଏହାପରେ ଧୀର ଧୀରେ ଖାଲିଥିବା ସବୁ ଗୁମୁର । ତେବେ ଆଜି ଏହି ମାମଲାରେ ଇଡିରେ ହାଜର ହୋଇ ପାରନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା । ସେ ଆଜି ଅପରାହ୍ନରେ ଇଡି ଅଫିସରେ ହାଜର ହେବା ନେଇ ସୂଚନା ମିଳିଛି ।

ତେବେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାଏବଂ ମନିଲଣ୍ଡରଂ ଘଟଣାରେ ରେ ଇଡିରେ ହାଜର ହେବାର ସମ୍ଭାବନା ରହିଛି । ତେବେ ଅକ୍ଷୟ ପରିଜାଙ୍କୁ ଇଡି ସମନ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.