fbpx

ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ

ଚୌଦ୍ୱାର,୨ ।୩(ଓଡିଶା ଭାସ୍କର): କଟକ ଚୌଦ୍ବାର ସ୍ଥିତ ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମାସକ ମଧ୍ୟରେ ଏଆରସିରେ ୩ ଥର ନିଆଁ ଲାଗିଲାଣି । ନିଆଁକୁ ଆୟତ୍ତ କରିବାକୁ କଟକ, ଚୌଦ୍ବାର ଓ ଏଆରସିର ଦମକଳ ବାହିନୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପାଖାପାଖି ୫ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।

Get real time updates directly on you device, subscribe now.