fbpx

ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୧୪ା୨ (ଓଡିଶା ଭାସ୍କର): ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଅଗ୍ନିକାଣ୍ଡ ।ବଟାନିକାଲ ଗାର୍ଡେନ ର ଜଙ୍ଗଲିଆ ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରୁଛନ୍ତି ବାରଙ୍ଗ ଅଗ୍ନିଶମ କର୍ମଚାରୀ । ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଭୋଜିକରୁଥିବା ବେଳେ ଭୋଜିପିଣ୍ଡି ରୁ ନିଆଁ ବ୍ୟାପିଥିବା ର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.