Flipkart ସେଲରେ ୪୦ ହଜାର କମିଗଲା iPhone 15 Pro ର ମୂଲ୍ୟ, ଶସ୍ତାରେ କିଣିବାର ଆଜି ହିଁ ଶେଷ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଆପଣ ଆଇଫୋନ କିଣିବାକୁ ଚିନ୍ତା କରୁଛନ୍ତି କି? ତେବେ ଫ୍ଲିପକାର୍ଟ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି । ଇ-କମର୍ସରେ ଏହି ଦୁଇଟି  Flipkart Big Shopping Utsav  ସେଲ ଜାରି ରହିଛି । ହେଲେ ଏହି ସେଲର ଆଜି ହିଁ ଶେଷ ଦିନ । କମ୍ପାନୀ ଏହି ସମୟରେ ଆଇଫୋନ ଉପରେ ସବୁଠୁ ଭଲ ଡିଲ୍ସ ଜାରି କରିଛି । iPhone 15 Pro ଯାହାକୁ ଗତ ବର୍ଷ ୧,୩୪,୦୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା । ସେଲ ସମୟରେ ବର୍ତ୍ତମାନ ୧ ଲକ୍ଷରୁ କମରେ କିଣିବା ପାଇଁ ଉପଲବ୍ଧ ଅଛି । ଆସନ୍ତୁ ଏହି ଡିଲ ବିଷୟରେ ଜାଣିବା ।

Flipkart Big Shopping Utsav ସେଲରେ iPhone 15 Pro ବର୍ତ୍ତମାନ ୧,୦୫,୯୯୯ ଟଙ୍କାରେ ଲାଟେଷ୍ଟ ଅଛି । ବ୍ୟାଙ୍କ ଅଫର୍ସ ସହ ଆପଣ ଡିଭାଇସକୁ ବହୁତ ଶସ୍ତାରେ କିଣିପାରିବେ । ଏହି ଫୋନର ମୂଲ୍ୟ ୧ ଲକ୍ଷ ପାଖାପାଖି ଆସିଯିବ । ଇ-କମର୍ସ ପ୍ଲାଟଫର୍ମ ଡିଲ ପେଜରେ କହିଛି ଯେ, ଅଫର୍ସ ଆପ୍ଲାଏ କରିବା ପରେ ଫୋନର ମୂଲ୍ୟ ୯୭,୯୯୯ ଟଙ୍କା ହୋଇଯାଇଛି ।

କମ୍ପାନୀ ଏକ୍ସଚେଞ୍ଜ ଅଫର ଜରିଆରେ ଫୋନ ଉପରେ ଏକ୍ସଟ୍ରା ୫୦୦୦ ଟଙ୍କାର ବୋନସ ମଧ୍ୟ ଦେଉଛି, ଯାହା ଆପନଙ୍କ ପୁରୁଣା ଫୋନ ମୂଲ୍ୟରେ ଆଡ ହୋଇ ମିଳିବ । Flipkart UPI ଏବଂ ୟୁପିଆ ଟ୍ରାଞ୍ଜାକ୍ସନ ଜରିଆରେ କମ୍ପାନୀ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ଏହା ବ୍ୟତୀତ ଆପଣ Axis Bank Credit Card EMI ଜରିଆରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ନେଇପାରିବେ ।

 

 

Get real time updates directly on you device, subscribe now.