fbpx

ଶରୀରରୁ ଅଦରକାରୀ କେଶକୁ ବାହାର କରିବାକୁ ଆପଣାନ୍ତୁ ଏହି ଟିପ୍ସ

ସମସ୍ତେ ନିଜ ମୁଣ୍ଡରେ ଘନ ଓ ମୋଟା କଳା କେଶ ଚାହାନ୍ତ, ଯାହାକି ଦେଖିବାକୁ ବି ବହୁତ ଭଲ ହୋଇଥାଏ । କିନ୍ତୁ ଆପ ଶରୀରର ଅନେକ ଭାଗରେ କେଶ ରହିଥାଏ, ଯାହା ଆମକୁ ଦରକାର ନଥାଏ । କେଉଁମାନଙ୍କଠାରେ ଏହା ଅଧିକ ଥାଏ, ଯାହାକି ଦେଖିବାକୁ ବିଲକୁଲ ଭଲ ଲାଗିନଥାଏ । ନିଜର ତ୍ୱଚାକୁ ସୁନ୍ଦର କରିବା ଓ ଏହି ଅବାଞ୍ଛିତ କେଶରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ସହଜ ଟିପ୍ସ ।

ପ୍ରଥମେ ଏକ ଦୋକାନରୁ ପିଲ୍ ଅଫ୍ ମାସ୍କ ସହିତ କୋଲଗେଟ୍ କିଣିକି ଆଣ । ତେବେ ମୁହଁର ଦାଗ ହଟାଇବା ପାଇଁ ଟୁଥପେଷ୍ଟ ମଧ୍ୟ ବ୍ୟବହୃତ ହୁଏ ବୋଲି ତ ଆପଣ ଜାଣିଥିବେ । ବର୍ତ୍ତମାନ ଏକ ପାତ୍ରରେ ପାଣି ନିଅନ୍ତୁ ଏବଂ ବର୍ତ୍ତମାନ ପିଲ୍ ଅଫ୍ ମାସ୍କ ଏବଂ ଟୁଥପେଷ୍ଟକୁ ପକାଇ ଭଲ ଭାବରେ ମିଶାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ପ୍ରାୟ ୨୬୫ ମିନିଟ୍ ପାଇଁ ଳଗାଇ ଛାଡିଦିଅନ୍ତୁ । ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ ଉଷୁମ ଗରମ ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ଅବାଞ୍ଛିତ କେଶରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.