୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ଦୁର୍ନୀତିଗ୍ରତ ପୂର୍ବତନ PEO ଅକୃର ମାଝୀ ଗିରଫ୍

ଦୁର୍ନୀତିଗ୍ରତ ପୂର୍ବତନ PEO ଅକୃର ମାଝୀ ଗିରଫ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ବିଜିଲାନ୍ସ ।

ଭୁବନେଶ୍ୱର : 53 ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ PEO । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଦୁର୍ନୀତିଗ୍ରସ୍ତ ପୂର୍ବତନ PEO ଅକୃର ମାଝୀ ଗିରଫ ।

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ PEO ହେଲେ ଅକ୍ରୁର ମାଝୀ । ପଞ୍ଚାୟତର କାମ ନ କରି 53 ଲକ୍ଷ 38 ହଜାର 809 ଟଙ୍କା ଘୋଟଲା କରିଥିଲେ । ତଦନ୍ତ ବେଳେ ଏ ନେଇ ଜଣା ପଡିବା ପରେ ଘଟଣାରେ ଅକୃରଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ପଠାଇଛି ଭିଜିଲାନ୍ସ ବିଭାଗ ।