ଓଡ଼ିଶାରେ ହେବ ୪ଟି କ୍ରୁଜ ସର୍କିଟ୍‌, କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି

୪ଟି କ୍ରୁଜ ସର୍କିଟ୍ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସହିତ କରାଯିବ। ୪ଟି କ୍ରୁଜ ସର୍କିଟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।

ଭିତରକନିକା, ଯୋବ୍ରା, ଲଳିତଗିରି-ଉଦୟଗିରିରେ ଏହି କ୍ରୁଜ ସର୍କିଟ ହେବ। ବାଲେଶ୍ୱରର ହିଡେନ ବିଚରେ ହେବ ଏହି କ୍ରୁଜ ସର୍କିଟ। ଏନେଇ ରାଜ୍ୟସଭାରେ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସୂଚନା ଦେଇଛନ୍ତି।