Big Breaking: ଗାଁ ଗାଁ ବୁଲି ଡ୍ରପ୍ ଆଉଟ୍ ପିଲାଙ୍କୁ ଖୋଜିବେ ସରକାର, ଏପ୍ରିଲରେ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଇଁବେ ଓଡ଼ିଶା ପିଲା

ଭୁବନେଶ୍ୱର: ଏପ୍ରିଲ ମାସରୁ ଓଡ଼ିଶାରେ ଲାଗୁ ହେବ ଏନଇପି (ନ୍ୟାଶନାଲ ଏଜୁକେଶନ ପଲିସି) । ଏନଇପି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ।

ଆଉ ଦୁଇମାସ ପରେ ପିଲାଙ୍କୁ ଜାତୀୟ ଶିକ୍ଷାନୀତିର ଖଡ଼ି ଛୁଆଁଯିବ ବୋଲି କହିଲେ ଧର୍ମେନ୍ଦ୍ର ।

ମେ ଓ ଜୁନ୍ ମାସରେ ଓଡ଼ିଶାର ଗାଁକୁ ସମସ୍ତେଯିବେ ।

ଗାଁ’ଗୁଡ଼ିକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକଙ୍କୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ।

୫୦ ହଜାର ଗାଁକୁ ଯାଇ ଡ୍ରପ୍ ଆଉଟ୍ ପିଲାଙ୍କୁ ଖୋଜି ବାହାର କରିବା ।