fbpx

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ

ଭୁବନେଶ୍ୱର , 18/12: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ ।ଦାଦାବଟି ଅଦାୟ ଓ ଲୋକଙ୍କୁ ଭୟଭୀତ କରୁଥିବାରୁ ଏନଏସଏ ଲାଗୁ ହୋଇଛି ଏହା ପୂର୍ବରୁ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ମିଳିଥିଲା ଜାମିନ । ଜାମିନ ମଞ୍ଜୁର କରିଥିଲେ ଏସଡିଜେଏମ କୋର୍ଟ । ଦାଦାବଟି ଆଦାୟ ମାମଲାରେ ରାଜାକୁ ଗିରଫ କରିଥିଲା କମିଶନରେଟ ପୁଲିସ।

Get real time updates directly on you device, subscribe now.