fbpx

ଗାଁ ସାଥିଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର ଲୋୟର ପିଏମଜିରେ ୩ ଗାଁ ସାଥିଙ୍କ ଆତ୍ମାହୁତି ଉଦ୍ୟମ । କିରାସିନି ଢାଳି ନିଆଁ ଲଗାଇଲା ବେଳେ କାବୁ କଲା ପୋଲିସ୍ । ୩ ଜଣ ଗାଁ ସାଥିଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ୍ । ୬୦ ଦିନ ହେଲା ଲୋୟର ପିଏମଜିରେ ଅନଶନରେ ଅଛନ୍ତି ଗାଁ ସାଥି । ସ୍ଥାୟୀ ନିଯୁକ୍ତି ଓ ମାସିକ ୮ ହଜାର ଟଙ୍କା ଦରମା ଦାବିରେ ଅନଶନରେ ବସିଥିଲେ ଗାଁ ସାଥି ।

Get real time updates directly on you device, subscribe now.