fbpx

BIG BREAKING: ଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର, ଟିଭି ଦେଖୁଥିବା ବେଳେ ହଠାତ୍ ହେଲା ବିସ୍ଫୋରଣ

ଭୁବନେଶ୍ୱର: କଣ୍ଟାବାଞ୍ଜିରୁ ଏକ ଭୟଙ୍କର ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି । ଘର ଭିତରେ ଗ୍ୟାସ୍ ସିଲିଣ୍ଡର ଫାଟି ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍‌କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ଯୁବକ ଅଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟିଭି ଦେଖୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଗଲା । ବେଲପଡା ଥାନା କାନୁଟ ଉପରପଡା ଗାଁରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ ।

Get real time updates directly on you device, subscribe now.