fbpx

ମାଗଣାରେ ମିଳିବ ୫ ଲକ୍ଷର BITCOIN; ଜାଣନ୍ତୁ କଣ ରହିଛି ପ୍ରସେସ୍

Advertisement

ନୂଆଦିଲ୍ଳୀ: ଡିଜିଟାଲ କରେନ୍ସି ବିଟକଏନ ଆଜିର ଯୁବପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ । ବର୍ତ୍ତମାନ ବିଟକଏନର ମୂଲ୍ୟ ୫୯ ହଜାର ଡଲାର ଉପରେ ରହିଥିବା ବେଳେ ଏଥିରେ ନିବେଶ ପାଇଁ ଯୁବପିଢିଙ୍କ ମଧ୍ୟରେ ଲାଗିଛି ପ୍ରତିଦ୍ୱନ୍ଦିତା । ତେବେ ନିକଟରେ ମିଳିଥିବା ଏକ ସୂଚନା ଅନୁଯାୟୀ ଆପଣ ମଧ୍ୟ ପାଇପାରିବେ ୫ ଲକ୍ଷ ଟଙ୍କାର ମାଗଣା ବିଟକଏନ୍ ।

କ୍ରିପ୍ଟୋଟ୍ରେଡିଂ ଆପ୍ କଏନ ସୁଇଚ୍ କୁବେର (ସିଏସକେ) ବ୍ୟବହାରକାରୀଙ୍କୁ ୫ ଲକ୍ଷ ଟଙ୍କାରୁ ବିଟକଏନ ଜିତିବାର ସୁଯୋଗ ପ୍ରଦାନ କରୁଛି । ଏହି ଆପରେ ଦୈନିକ ୧୦୦ ବ୍ୟବହାରକାରୀଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଏହା ସହିତ ଜଣେ ଲକି ୱିନରଙ୍କୁ ୫ ଲକ୍ଷ ଟଙ୍କାର ବିଟକଏନ ପ୍ରଦାନ କରାଯିବ ।

Get real time updates directly on you device, subscribe now.