fbpx
BSKY SKY
BSKY SKY

ନିଆରା ଢଙ୍ଗରେ ଖାଇ ରେକର୍ଡ ସୃଷ୍ଟି କଲେ ଦୁଇଟି ଜିଭ ଥିବା ଝିଅ….ଦେଖନ୍ତୁ ଭିଡିଓ

BSKY

ଓଡିଶା ଭାସ୍କର: ବର୍ତ୍ତମାନ ଲୋକପ୍ରିୟ ହେବାକୁ ଅନେକ ଲୋକ ବିଭିନ୍ନ ପ୍ରକାରର ତରିକା ଆପାଣାଉଛନ୍ତି, ଏପରିକି ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ ଦେଖାଯିବା ଲାଗି ନିଜ ଶରୀରକୁ ଅସ୍ତ୍ରୋପଚାର କରିବିବାକୁ ବି ପଛୋଉ ନାହାାଁନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମଳିଛିି ଫ୍ଲୋରିଡାର ସେଣ୍ଟ ପିଟର୍ସବର୍ଗ ଠାରେ । ଏଠାରେ ରହୁଥିବା ଭି ଡୁକ୍ୱେଟି ନାମକ ଜଣେ ମହିଳା ଟାଟୁ ଆର୍ଟିଷ୍ଟ ଅସ୍ତ୍ରୋପଚାର କରି ନିଜ ଜିଭକୁ ଦୁଇଟି ଅଲଗା ଅଲଗା ଭାଗରେ ବିଭକ୍ତ କରିଥିଲେ । ତାଙ୍କର ଏହି ଭିନ୍ନ ଦକ୍ଷତା ତାଙ୍କୁ ଅଜି ଇଣ୍ଟରନେଟ ଜଗତରେ ଲୋକପ୍ରିୟ କରାଇଛି । ନିକଟରେ ସେ ଏକ ଭିନ୍ନ ଶୈଳିରେ ନୁଡଲ୍ସ ଖାଇବା ସମୟର ଏକ ଭିଡିଓ ସେୟାର କରିଥିଲେ ଯାହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଭି ଡୁକ୍ୱେଟି ତାଙ୍କ ଅନୁଭୂତି ବିଷୟରେ କହିଛନ୍ତି- ” ଯେତେବେଳେ ମୁଁ ମୋ ଜିଭକୁ ଦୁଇ ଭାଗରେ ବିଭକ୍ତ କରିବାକୁ ତାଙ୍କ ପାଖକୁ ଯାଇଥିଲି ସେମାନେ ମୋ ସହ ଭଲ କଥା କହୁଥିଲେ ଏବଂ ସେମାନଙ୍କର ବ୍ୟବହାର ବୋହୁତ ଭଲ ଥିଲା । କେବଳ ୧୫ ମିନିଟ୍ ସମୟରେ ସବୁ ପ୍ରକ୍ରିୟା ସରିଯାଇଥିଲା । ଏହି ସମୟରେ କେବଳ ଜିଭ ତଳେ ହୋଇଥିବା ସିଲାଇ ପାଇଁ ଯନ୍ତ୍ରଣା ହେଉଥିଲା । ଏହି ଭିଡିଓ ଭାଇରାଲ ହେବା ସହ ୧ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଟାଟୁ ଆର୍ଟିଷ୍ଟଙ୍କୁ ଏହି ଜବରଦସ୍ତ ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବାସହ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଅନେକ ଲେକ କମେଣ୍ଟ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by ✨Vii✨ (@viiduquette)

Get real time updates directly on you device, subscribe now.