fbpx
BSKY SKY
BSKY SKY

(Video) ପୂରା ଅଲଗା ଅନ୍ଦାଜରେ ଛେଳି, ଗରମ ଚା’ ସହ ବିସ୍କୁଟ୍ କୁ ଖୁସିରେ ଖାଉଛି….

BSKY

ଆଜି ଛେଳିଙ୍କର ପୂରା ଅଲଗା ମୁଡ୍ । ଆଉ ନୁହେଁ ତ’ କ’ଣ ଦେଖୁନାହାଁନ୍ତି ମାଲିକ ସହ ବାହାରିଛନ୍ତି ମାର୍କେଟ । ମାଲିକର ବୋଲ ସବୁ ବି ମାନୁଛନ୍ତି । ଖାଲି ଯେ, ବୋଲ ମାନୁନାହାନ୍ତି , ପୁଣି ଆହୁରି କଣ କରୁଛନ୍ତି ଦେଖନ୍ତୁ ଏହି ଛେଳି ଗୁଡିକ । ଚା’ ପିଉଛନ୍ତି ଆଉ ବିସ୍କୁଟ ବି ଖାଉଛନ୍ତି ।

ହଁ ଦର୍ଶକବନ୍ଧୁ, ଛେଳିଙ୍କୁ ପୁଣି ଗରମ ଗରମ ଚା’ ସହ ବିସ୍କୁଟ ବି ଭାରି ହେଲାଣି ଏବେ । ଏକଥା ଆମେ କହୁନୁ, ଦେଖନ୍ତୁ ଏହି ବିରଳ ଦୃଶ୍ୟକୁ । କୁକୁର କି ବିଲେଇ ନୁହଁନ୍ତି ଏଠି ଛେଳିମାନେ ପୁଣି ମାଲିକ ସହ ମାର୍କେଟରେ ବୁଲି ବାହାରିଛନ୍ତି । ଆଉ ଦେଖନ୍ତୁ କିପରି ଗରମ ଗରମ ଚା’ ପିଇ ଯାଉଛନ୍ତି ଛେଳିମାନେ ଦେଖନ୍ତୁ, ଛେଳି ଡାଳ ପତ୍ର ଖାଇବା ତ ସମସ୍ତେ ଜାଣିଛେ, କିନ୍ତୁ ଏବେ ଛେଳିଙ୍କୁ ଚା ସହ ବିସ୍କୁଟ ବି ଭାରି ପସନ୍ଦ ବୋଲି ହୁଏତ କେହି ଜାଣିଥିବେ ।

ମଣିଷଙ୍କ ଛଡା ଅନ୍ୟ କୌଣସି ଜୀବ କେବେ ଚା ପିଇବା କଥା ଯଦି ଆମେ କହିବା ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ ଏଭଳି କିଛି ଅବାସ୍ତବ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଗରମ ଗରମ ଚାକୁ ପୁଣି ବିନା ଅଟକି କିପରି ଜଲଦୀ ଜଲଦୀ ପିଉଛନ୍ତି ଏହି ଛେଳି ମାନେ ଦେଖନ୍ତୁ । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଲୋକେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.