fbpx

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ, ହେଲେ କାହିଁକି?

ଭୁବନେଶ୍ୱର,୨୩ ।୭(ଓଡିଶା ଭାସ୍କର): ଅସୁସ୍ଥତା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଆପୋଲୋ ହସ୍ପିଟାଲରେ ପ୍ରଫେସର ଗଣେଣୀ ଲାଲଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ସମୟରେ ରାଜ୍ୟପାଳଙ୍କର ରୁଟିନ୍ ଚେକଅପ୍ ଚାଲିଥିବା ଜଣାପଡିଛି । ଅନ୍ୟପଟେ ରାଜ୍ୟପାଳ ଗଣେଣୀ ଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.