fbpx

ପାରାଦୀପ ବନ୍ଦରକୁ ନେଇ କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ,୩୦ ।୧୨: ପାରାଦୀପ ବନ୍ଦରକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି । ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବାକୁ ଯାଉଛି । ପାରାଦୀପ ବନ୍ଦରରେ ୩ ହଜାର କୋଟି ଟଙ୍କା ହେବ । ଉଭୟ ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି । ତେବେ ବଡ ଜାହାଜକୁ ବନ୍ଦରକୁ ଆଣିବାକୁ ବଡ ହକ୍ ଦରକାର । ନବୀକରଣ ପରେ ପାରାଦୀପ ବନ୍ଦରକୁ ବଡ ଜାହାଜ ଆସିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.