ପାଟଣାଗଡ଼: ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ ।
ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କଲେ ଅନ୍ୟ ସହଯୋଗୀ ଶିକ୍ଷକ । ଗତକାଲି ଶିକ୍ଷକଙ୍କ ଅଜାଙ୍କ ମୃତ୍ୟୁ ହେବା ପରେ ଶିକ୍ଷକ ଛୁଟି ମାଗିଥିଲେ ।
ପ୍ରଧାନ ଶିକ୍ଷକ ଛୁଟି ବଦଳରେ ୪୦ କି.ମି ଡିଇଓ ଅଫିସ ପଠାଇଥିଲେ । ଡିଇଓ ଅଫିସ ଯାଇ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ଆଜି ହାତରେ ସାଲାଇନ ଲଗାଯାଇଥିବାବେଳେ ସ୍କୁଲ ଆସିଥିଲେ ।