fbpx

ଗଞ୍ଜାମର ୭ଟି ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଗଞ୍ଜାମ, ୧୫ ।୧୦(ଓଡିଶା ଭାସ୍କର): ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଗଞ୍ଜାମର ନାରାୟଣପୁର-ଆଲିପୁର ରାସ୍ତାରେ ଆଣ୍ଠୁଏ ପାଣି ହୋଇଛି । ବର୍ଷା ଯୋଗୁଁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକେ ହନ୍ତସନ୍ତ ହେବା ସହ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

Get real time updates directly on you device, subscribe now.