Breaking: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: IRB ସିପାହୀ, କନଷ୍ଟେବଲ ନିଯୁକ୍ତି ପାଇଁ ବୟସ ସୀମା କୋହଳ

କଟକ: ଆଇଆରବି ବାଟାଲିଅନରେ ସିପାହୀ, କନଷ୍ଟେବଲ ନିଯୁକ୍ତି ମାମଲାରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ ।

ବୟସ ସୀମାକୁ ୩ ବର୍ଷ କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବୟସ ସୀମା କୋହଳ ନେଇ ସରକାରଙ୍କ ସହମତି ପରେ କୋର୍ଟ ଜାରି କଲେ ନିର୍ଦ୍ଦେଶ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ନେଇ ବସିଥିଲା ବୈଠକ । ବୟସ ୩ ବର୍ଷ କୋହଳ ନେଇ ନିଷ୍ପତ୍ତି ନେର କୋଟଙ୍କୁ ଜଣାଇଥିଲେ ଏଜି ।