fbpx

ହଟସ୍ପଟ ଜିଲ୍ଲାର ଲୋକଙ୍କୁ ନୟାଗଡ଼ ଯିବାକୁ ନାହିଁ ଅନୁମତି

ନୟାଗଡ଼, ୧୩/୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପ୍ରାୟ ସବୁ ଜିଲ୍ଲାରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଆଜି ନୟାଗଡ଼ ଜିଲ୍ଲାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ହଟସ୍ପଟ ଜିଲ୍ଲାର ଲୋକମାନଙ୍କୁ ନୟାଗଡକୁ ଯିବାକୁ ଅନୁମତି ନାହିଁ। ଏହାସହ ହଟସ୍ପଟ ଜିଲ୍ଲାରୁ ନୟାଗଡ ଗଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ ବୋଲି ସୂଚନା ମିଳିଛି  । ଯଦି ୭୨ ଘଂଟାରୁ କମ ସମୟ ପାଇଁ ଜିଲ୍ଲାକୁ ଆସୁଥିଲେ ଏହି ନିୟମ ବାଧ୍ୟତାମୂଳକ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।

Get real time updates directly on you device, subscribe now.