fbpx

ଅଟୋ ଡ୍ରାଇଭର ଦେଖାଇଲେ ମାନବିକତା , ଫେରାଇଲେ ଲକ୍ଷାଧିକ ଟଙ୍କା

ଖଲ୍ଲିକୋଟ  , 2/3 :ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ଟଙ୍କା ପାଇଁ ମଣିଷ ନିଜର ମାନବିକତା କୁ ଭି ବିକ୍ରି କରିଦଉଛି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଅଟୋ ଡ୍ରାଇଭର ନାରାୟଣ ଙ୍କ କ୍ଷେତ୍ର ରେ । ଅଟୋରେ ଏକ ଲକ୍ଷ ଟଙ୍କାରୁ ଅଧିକ ଥିବା ବ୍ୟାଗ ଛାଡିଗଲେ ଯାତ୍ରୀ । ମାତ୍ର ଲୋଭର ବଶବର୍ତ୍ତୀ ନହୋଇ ଟଙ୍କାର ବ୍ୟାଗର ମାଲିକଙ୍କୁ ଖୋଜି ଖୋଜି ଫେରାଇଲେ ଅଟୋ ଡ୍ରାଇଭର । ଖଲ୍ଲିକୋଟ କୈରାଶି ଅଞ୍ଚଳର ଅଟୋ ଡ୍ରାଇଭର ନାରାୟଣଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

Get real time updates directly on you device, subscribe now.