fbpx

ସମୁଦ୍ରରୁ ଭାସିଆସିଲେ ହଜାର ହଜାର ମୃତ ଜେଲିଫିସ୍‌, ଦେବୀ ମୁହାଣରେ ଅଟକିଲେ

ଅସ୍ତରଙ୍ଗ: ଅସ୍ତରଙ୍ଗ ଦେବୀ ମୁହାଣରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସମୁଦ୍ରରୁ ଭାସିଆସିଛନ୍ତି ହଜାର ହଜାର ମୃତ ବ୍ଲୁ- ବଟନ୍ ଜେଲିଫିସ୍ । ଦେବୀ କେଳୁଣୀ ମୁହାଣରେ ଆସି ମୃତ ଜେଲିଫିସ୍ ଏକାଠି ହୋଇଥିବା ଦେଖାଦେଇଛି । ତେବେ ଏହି ମୃତ ଜେଲି ଫିସ୍ କେଉଁଠୁ ଆସିଲେ ଓ କିପରି ମୃତ୍ୟୁ ହେଲା କିଛି ଜଣାପଡ଼ିନାହିଁ ।

Get real time updates directly on you device, subscribe now.