ଉଦଳା: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଉଦାଳରେ ଘଯାଇଛି ଏକ ଅଭାବନୀୟ ଘଟଣା ।
ଅଣ୍ଡା ତରକାରୀ ପାଇଁ ସ୍ତ୍ରୀଙ୍କୁ ଫୁଙ୍କନଳାରେ ପିଟି ହତ୍ୟା କରିଥିବା ସୂଚନା । ଉଦଳା ଥାନା ଅନ୍ତର୍ଗତ କୁଟଲିଂ ବନ୍ଧସାହି ଗାଁରେ ଘଟିଯାଇଛି ଏହି ହତ୍ୟାକାଣ୍ଡ ।
ଅଭିଯୁକ୍ତ ସ୍ୱାମୀକୁ ଉଦଳା ଥାନା ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।