fbpx

ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, ୯ା୬: ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଓଡ଼ିଶା କ୍ୟାଡ଼ର ଆଇଏଏସ୍ ତୁହିନକାନ୍ତ ପାଣ୍ଡେ । ତାଙ୍କର କରୋନା ପଜିଟିଭ୍ ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ପୁଞ୍ଜି ନିବେଶ ସଚିବ ଦାୟିତ୍ୱରେ ଅଛନ୍ତି ।

Get real time updates directly on you device, subscribe now.