fbpx

ପ୍ରକାଶ ପାଇଲା ICSE ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ । results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଓଡ଼ିଶାରେ ଦଶମରେ ୯୯.୯୮%, ଦ୍ୱାଦଶରେ ୯୯.୮୩% ପାସ୍ । କୋଭିଡ୍ କାରଣରୁ ଏବର୍ଷ ପରୀକ୍ଷା କରାଯାଇନଥିଲା ।

Get real time updates directly on you device, subscribe now.