• Likes
  • Followers
  • Subscribers
  • Followers
  • Android App
  • Monday, September 15, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ୧,୦୩,୦୮,୦୧୫, ଜାଣନ୍ତୁ ହିସାବ

ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ୧,୦୩,୦୮,୦୧୫, ଜାଣନ୍ତୁ ହିସାବ

ମାଲାମାଲ କରିଦେବ ଏହି ନିବେଶ, ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ଏକ କୋଟି

By Chinmayee Beura On Mar 22, 2025 at 8:17 PM
Share

ନୂଆଦିଲ୍ଲୀ: ସରକାରୀ ନିବେଶ ଯୋଜନାରେ ପିପିଏଫ ଲୋକପ୍ରିୟ ସେଭିଙ୍ଗସ ସ୍କିମ । ଏହି ଲଙ୍ଗ ଟର୍ମ ପ୍ଲାନର ଆରମ୍ଭ ୧୯୬୮ରେ ହୋଇଥିଲା । ଏହାର ଉଦ୍ଦେଶ୍ୟ ନିବେଶକାରୀଙ୍କୁ ଆୟକର ଅଧିନିୟମ ୧୯୬୧ର ସେକ୍ସନ ୮୦ସି ଅନୁଯାୟୀ, ଟ୍ୟାକ୍ସ ବେନିଫିଟ ସହ ଗ୍ୟାରେଣ୍ଟି ରିଟର୍ଣ୍ଣ ପ୍ରଦାନ କରିବା ।

ଯେକୌଣସି ବ୍ୟକ୍ତି ପୋଷ୍ଟ ଅଫିସ ବା ବ୍ୟାଙ୍କରେ ୫୦୦ ଟଙ୍କାର ମିନିମମ ଇନଭେଷ୍ଟମେଣ୍ଟ ସହ ପିପିଏଫ ଆକାଉଣ୍ଟ ଖୋଲିପାରିବେ ।

ଯଦି ଆପଣ ଏହି ନିବେଶରେ ଦେଢ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତେବେ ୧୫ ବର୍ଷରେ ଆପଣ ୨୨.୫୦ ଲକ୍ଷର ନିବେଶ କରୁଛନ୍ତି । ଏହି ସମୟରେ ଏଥିରୁ ଆପଣଙ୍କୁ ୧୮ .୧୮ ଲକ୍ଷ ଟଙ୍କାର ସୁଧ ମିଳିବ ।

ଆହୁରି ପଢନ୍ତୁ

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ…

ଘାତକ ବୋଲିଂ ଆଗରେ ପାକିସ୍ତାନ ବୋକା, ପାକ୍‌କୁୁ…

ଏହି ହିସାବରେ ମାଚ୍ୟୁରିଟି ଆମାଉଣ୍ଟ ୪୦,୬୮,୨୦୯ ଟଙ୍କା ହେବ । ନିବେଶକ ଏହା ଉପରେ ପାଞ୍ଚ ବର୍ଷର ଏକ୍ସଟେନ୍ସନ ନେଇପାରିବେ ଏବଂ ପୂର୍ବ ଭଳି ପ୍ରତି ବର୍ଷ ୧.୫୦ ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟ ଜାରି ରଖିପାରିବେ ।

୨୦ ବର୍ଷରେ ନିବେଶର ରାଶି ବଢି ୩୦,୦୦,୦୦୦ ଟଙ୍କା ହେବ ଏବଂ ଏହା ଉପରେ ୩୬,୫୮,୨୮୮ ଟଙ୍କାର ସୁଧ ମିଳିବ । ଏହି ଭଳି ମାଚ୍ୟୁରିଟି ଆମାଉଣ୍ଟ ହାରାହାରି ୬୬,୫୮,୨୮୮ ଟଙ୍କା ହେବ ।

ଏଠାରେ ନିବେଶକ ପାଞ୍ଚ ବର୍ଷର ଆଉ ଏକ ଏକ୍ସଟେନ୍ସନ ନେଇପାରିବେ । ଏଥିସହ ଆପଣ ବାର୍ଷିକ ଦେଢ ଲକ୍ଷ ଟଙ୍କାର ନିବେଶ ଜାରି ରଖିପାରିବେ ।

ଏହିଭଳି ଆପଣ ୨୫ ବର୍ଷରେ ନିବେଶ ରାଶି ୩୭.୫୦ ଲକ୍ଷ ରେ ସୁଧ ୬୫,୫୮,୦୧୫ ଟଙ୍କା ହେବ । ଏହା ସମୁଦାୟ ମିଶି ମାଚ୍ୟୁରିଟି ଆମାଉଣ୍ଟ ୧,୦୩,୦୮,୦୧୫ ଟଙ୍କା ହେବ ।

Share

Prev Post

ବିନୋଦ ଶୁକ୍ଳାଙ୍କୁ ଜ୍ଞାନପୀଠ ପୁରସ୍କାର

Next Post

ରହସ୍ୟମୟ ନଦୀ…କିଛି ମାସ ବ୍ୟତୀତ ଏଠି ବର୍ଷସାରା ବୋହିଥାଏ ସୁନା!

You might also like More from author
Asia Cup

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ ଖେଳାଳିଙ୍କ ସାମ୍ନାରେ ମାଟି କାମୁଡ଼ିଲା ପାକ୍,…

Asia Cup

ଘାତକ ବୋଲିଂ ଆଗରେ ପାକିସ୍ତାନ ବୋକା, ପାକ୍‌କୁୁ ପାଣି ପିଆଇଲା ଇଣ୍ଡିଆ , ୧୨୮ ରନ୍ ଭାରତ ପାଇଁ…

Asia Cup

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ ଭବିଷ୍ୟବାଣୀ, ଖାତା ଖୋଲି ପାରିଲେନି ଏହି ଖେଳାଳି 

ବାଣିଜ୍ୟ

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ୧୫ ସେପ୍ଟେମ୍ବରରୁ ଲାଗୁ ହେବ ନୂଅ ନିୟମ

Asia Cup

ନା ମୁହଁକୁ ଚାହିଁଲେ… ନା ହାତ ମିଶିଲା, ଟସ୍ ସମୟରେ ଉଭୟ ଟିମ୍ କ୍ୟାପଟେନ୍ ଏପରି ଥିଲା…

ବାଣିଜ୍ୟ

Post Officeର ଏହି ସ୍କିମରେ ନିବେଶ କରନ୍ତୁ, Taxରୁ ନିଜକୁ ସୁରକ୍ଷିତ ରଖି ମାଲେମାଲେ ହୁଅନ୍ତୁ

Prev Next
Odisha Bhaskar

Recent Posts

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ…

ଘାତକ ବୋଲିଂ ଆଗରେ ପାକିସ୍ତାନ ବୋକା, ପାକ୍‌କୁୁ…

ବିଜ୍ଞାପନ ପାଇଁ ହଟହଟା ହେଲେ ସୁନ୍ଦରୀ ଉର୍ବଶୀ,…

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ…

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର,…

ଚାଲିଛି ଲଢ଼େଇ, ଦୁଲ ଦାଲ ପଡ଼ୁଛି ୱିକେଟ, ରନ୍…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ…

ଘାତକ ବୋଲିଂ ଆଗରେ ପାକିସ୍ତାନ ବୋକା, ପାକ୍‌କୁୁ…

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ…

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର,…

Prev Next 1 of 28,739
© 2025 - TK Digital All Rights Reserved.