fbpx

ଏବେ ମିସ୍‌ କଲ୍‌ କଲେ ମିଳିବ ଗ୍ୟାସ୍

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ନୂଆବର୍ଷରେ ଅନେକ କିଛି ପରିବର୍ତ୍ତନ ଘଟିଛି । ଏଣିକି ମିସ୍‌ କଲ୍‌ କଲେ ମିଳିଯିବ ନୂଆ ଗ୍ୟାସ୍‌ ସଂଯୋଗ । କେବଳ ସହ ଗ୍ୟାସ୍‌ ସଂଯୋଗ ନୁହେଁ, ବରଂ ଗ୍ୟାସ୍‌ ରିଫିଲିଂ ମଧ୍ୟ କରିହେବ । ଏହି ସୁବିଧାର ଆଜି ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮୪୫୪୯୫୫୫୫୫ ନମ୍ବରରେ ମିସ୍‌ କଲ୍‌ କରି ବୁକ୍‌ କରିହେବ । XP୧୦୦ ଇନ୍ଧନର ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.