fbpx
BSKY SKY
BSKY SKY

ବିଜୟଙ୍କୁ ବଡ଼ ଝଟ୍‌କା: ବିଶ୍ୱସ୍ତରରେ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

BSKY

ଲଣ୍ଡନ୍‌,(ଭାସ୍କର ନ୍ୟୁଜ୍): ଭାରତର ବିଭିନ୍ନ ବ୍ୟାଙ୍କଠାରୁ ଋଣନେଇ ପରିଶୋଧ ନକରି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୋମବାର ବଡ଼ ଝଟ୍‌କା ଲାଗିଛି । ଲଣ୍ଡନ୍‌ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିବା ସହ ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପତ୍ତି ବାଜ୍ୟାପ୍ତି କରି ମାଲ୍ୟାଙ୍କ ଋଣରାଶି ପରିଶୋଧ କରିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମାମଲା ୧୩ ଭାରତୀୟ ବ୍ୟାଙ୍କ ପାଇଁ ଲିଡ୍‌ ନେଇ ଲଢ଼ୁଥିବା ଏସ୍‌ବିଆଇକୁ ବିଜୟ ମିଳିଛି।

Get real time updates directly on you device, subscribe now.