ବଲାଙ୍ଗୀର : ବେଆଇନ ଗ୍ୟାସ ଦୋକାନରେ ପ୍ରଶାସନର ଚଢ଼ାଉ। ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ହେବା ସହ 5ଟି ଗ୍ୟାସ ଦୋକାନକୁ ସିଲ କରିଛି ଯୋଗାଣ ବିଭାଗ।
ଖାଲି ସେତିକି ନୁହେଁ, 53ଟି 1କେଜିଆ ଏବଂ 60ଟି 5କେଜିଆ ସିଲିଣ୍ଡର ମଧ୍ୟ ଜବତ ହୋଇଛି । ବେଆଇନ ଭାବରେ ଏହି କାମ ହେଉଥିବାରୁ ପ୍ରଶାସନ ନେଇଛି ଏଭଳି ପଦକ୍ଷେପ