ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ୪୪ରନରେ ଭାରତ ହେଲା ବିଜୟୀ। ୨୦୫ ରନରେ ନ୍ୟୁଜିଲାଣ୍ଡ ଅଲ୍ଆଉଟ୍ ହୋଇଛି। ଭାରତର ସ୍କୋର ୨୪୯ ଥିଲା। ନ୍ୟୁଜିଲାଣ୍ଡ ପାଇଁ ୨୫୦ରନର ଟାର୍ଗେଟ ଥିଲା।
ବରୁଣଙ୍କୁ ୫ ୱିକେଟ୍: ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ୫ଟି ୱିକେଟ ହାସଲ କରିଛନ୍ତି। ବରୁଣ ୧୦ ଓଭରରେ ୪୨ ରନ ଦେଇଛନ୍ତି।