ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିଲା। ଏଥିରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ତ୍ତମାନ ଭାରତ ୫୦ ଓଭରରେ ୨୪୯ ରନ କରିଛି।
ନ୍ୟୁଜିଲାଣ୍ଡକୁ ୨୫୦ ରନ୍ର ଟାର୍ଗେଟ ଦେଇଛି ଭାରତ। ଆୟର ସର୍ବାଧିକ ଆୟର ୭୯ ରନ କରିଥିବା ବେଳେ ଅକ୍ଷର ୪୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଛନ୍ତି। ଏହି ମୁକାବିଲାରେ ଫେଲ ମାରିଛନ୍ତି ରୋହିତ, ଗିଲ୍ ଏବଂ କୋହଲି।