fbpx

ସୂର୍ଯ୍ୟକୁମାର-ରାହୁଲଙ୍କ ଦମଦାର ଅର୍ଦ୍ଧଶତକ: ଜିମ୍ବାୱେକୁ ୧୮୭ ରନ ଟାର୍ଗେଟ

Advertisement

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୧୮୭ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୧୮୬ ରନ କରିପାରିଛି ଭାରତୀୟ ଦଳ । ଭାରତ ବିଶ୍ୱକପର ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଛି । ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ପୁଣିଥରେ ବ୍ୟାଟିଂ କରିଛନ୍ତି । ୨୫ ବଲରୁ ଧୂଆଁଧାର ୬୧ ରନର ପାଳି ଖେଳିଛନ୍ତି ସୂର୍ଯ୍ୟ ।

Get real time updates directly on you device, subscribe now.