fbpx

(Video) ପାକିସ୍ତାନକୁ ଭାରତ ସରକାରଙ୍କ କଡା ଚେତାବନୀ: ଆତଙ୍କବାଦୀ ନିପାତ ପାଇଁ ଓଡିଶାରୁ ଜାମ୍ମୁ-କାଶ୍ମୀର ଯିବେ BSF ଯବାନ

ଭୁବନେଶ୍ୱର: ଓଡିଶାରୁ ଜାମ୍ମୁ-କାଶ୍ମୀର ସୀମାକୁ BSF ଯବାନ ଯିବେ । ରାଜ୍ୟରୁ ଦୁଇ ହଜାର ଯବାନ ଜାମ୍ମୁ-କାଶ୍ମୀର ସ୍ଥାନାନ୍ତରଣ ହେବେ । ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି କଡା ପଦକ୍ଷେପ । ସୀମାରେ ଦିନକୁ ଦିନ ଆତଙ୍କବାଦୀଙ୍କ ଦୌରାମ୍ୟ ବଢୁଥିବାରୁ ଏବଂ ଅନେକ ଭାରତୀୟ ଯବାନ ବାରମ୍ବାର ସହିଦ ହେବାରୁ ଭାରତ ସରକାର ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । କୋରପୁଟ ଓ ମାଲକାନାଗିରିରୁ ଦୁଇ ବାଟାଲିଅନକୁ ସେଠାକୁ ପଠାଇବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।

Get real time updates directly on you device, subscribe now.