ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ପ୍ରେସ୍ମିଟ୍ । ପାକିସ୍ତାନକୁ ମୁହଁତୋଡ ଜବାବ୍ ଦିଆଯାଇଛି କହିଲେ ବୈଦେଶିକ ସଚିବ ।
ଆମର ଏସ୍-୪୦୦ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ।
ସେନା ପକ୍ଷରୁ ହୋଇଥିବା ପ୍ରେସମିଟରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଉପସ୍ଥିତ ରହିଛନ୍ତି ।
ପାକିସ୍ତାନ ଭାରତୀୟ ସୈନ୍ୟ ଠିକଣାକୁ ବାରମ୍ବାର ଟାର୍ଗେଟ କରୁଛି । ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି ।
ପାକିସ୍ତାନର ୪ଟି ଏୟାରବେସøକୁ ଧ୍ୱସ୍ତ କରାଯାଇଛି । ପାକିସ୍ତାନ ପକ୍ଷରୁ ବହୁ ମିଛ ଓ ଗୁଜବ ପ୍ରକାଶ କରାଯାଉଛି ।
ପାକିସ୍ତାନ ସେନାର ବଡ଼ କ୍ଷତି କରିଛି ଭାରତୀୟ ସେନା । ପାକିସ୍ତାନର ପ୍ରତିଟି ଆକ୍ରମଣକୁ ପ୍ରତିହତ କରାଯାଉଛି ।
ଭାରତର ୪ତି ହୋଇଥିବା ସମ୍ପୂର୍ଣ୍ଣ ମିଛ । ରାତି ୧ଟା ୪୦ ମିନିଟରେ ହାଇସ୍ପିଡ୍ ମିଶାଇଲରେ ଆକ୍ରମଣ କରାଯାଇଛି ।
ଜମ୍ମୁର ସ୍କୁଲ ଓ ହସ୍ପିଟାଲକୁ ଟାର୍ଗେଟ କରୁଛି ପାକିସ୍ତାନ ସେନା । ଭାରତର ୨୬ ସ୍ଥାନରେ ଅନୁପ୍ରବେଶ ଚେଷ୍ଟା କରୁଛି ପାକ୍ ।