fbpx

INS ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର

ଚିଲିକା,୫ ।୧୦(ଓଡିଶା ଭାସ୍କର): ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ INS ଚିଲିକାକୁ ମିଳିଛି ୟୁନିଟ୍ ପ୍ରଶସ୍ତିପତ୍ର । ୨୦୧୯ ପାଇଁ ଏହି ୟୁନିଟ ପ୍ରଶସ୍ତିପତ୍ର ମିଳିଛି । ପ୍ରଶସ୍ତିପତ୍ର ପ୍ରଦାନ କରିଛନ୍ତି ନୌସେନା ମୁଖ୍ୟ । ଏହା ପୂର୍ବରୁ ୨୦୦୫ ଓ ୨୦୧୨ରେ ବି ପ୍ରଶସ୍ତିପତ୍ର ମିଳିଥିଲା ।

ତେବେ ସେବାରେ ଉକ୍ରର୍ଷତା ପାଇଁ ଏଭଳି ସମ୍ମାନ ପ୍ରଦାନ କରାଯାଇଥାଏ । ତିତିଲ ଓ ଫୋନିରେ ରିଲିଫ କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଥିଲା ଆଇଏନଏସ । ପ୍ରତିବର୍ଷ ଆଇଏନଏସ ଚିଲିକା ୬୬୦୬ ନୌସୈନିକଙ୍କୁ ତାଲିମ ଦେଇଥାଏ ।

Get real time updates directly on you device, subscribe now.