fbpx

ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ଘୋଷଣା: ନୂଆ ସଦସ୍ୟରେ ଅଛନ୍ତି ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ନୂଆ ସଦସ୍ୟ ନାଁ ଘୋଷଣା କରାଯାଇଛି । ନୂଆ ସଦସ୍ୟଙ୍କ ନାଁ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୪ ମନ୍ତ୍ରୀ ଓ ୮ ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ତେବେ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ୧୩ ଜଣ ସଦସ୍ୟ ରହିଛନ୍ତି । ଏହି କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ରହିଥିବା ଜଣାପଡିଛି । ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ ବିଜ୍ଞପ୍ତିରେ ଏନେଇ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.