fbpx
BJD SKY
BJD SKY

ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି:ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମିଳିଲା ଗୁରୁଦାୟୀତ୍ବ

BJD

ଭୁବନେଶ୍ୱର: ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ହେଇଥିବା ନେଇ ସୂଚନା ମିଳିଛି । ଏହି ଆଇପିଏସ୍ ଅଧିକାରୀଙ୍କ ନାମ ଯଥା କ୍ରମେ ସୁଧାଂଶୁ ସାରଙ୍ଗୀ, ଅରୁଣ କୁମାର ସାରଙ୍ଗୀ ଏବଂ ଯୋଗେଶ ବହାଦୁର ଖୁରାନିଆଙ୍କୁ ପଦୋନ୍ନତି ମିଳିଛି । ତେବେ ବରିଷ୍ଠ ଆଇପିଏସ୍ ଅଧିକାରୀ ୧୯୯୦ ବ୍ୟାଚ୍ ର ଅଟନ୍ତି । ଆଇପିଏସ୍ ଅଧିକାରୀ ମାନଙ୍କୁ ଡିଜି ପୋଷ୍ଟକୁ ପଦୋନ୍ନତି କରାଯାଇଛି । ସୂଚନାମୁତାବକ ସରକାର ଆଇପିଏସ୍ ଅଧିକାରୀ ପଦବୀରେ ଏକ ବଡ଼ ଧରଣର ସମ୍ପ୍ରସାରଣ କରିଛନ୍ତି।

Get real time updates directly on you device, subscribe now.