ରାତି ଅଧରେ କମ୍ପିଲା ଇରାନ-ଇସ୍ରାଏଲ୍: ତେଜୁଛି ଆଉ ଏକ ବଡ଼ ଯୁଦ୍ଧ

ନୂଆଦିଲ୍ଲୀ: ମଧ୍ୟ ରାତ୍ରୀରୁ ଆରମ୍ଭ ହୋଇଛି ଜୋରଦାର ସଂଘର୍ଷ । ଇସ୍ରାଏଲର ଆକ୍ରମଣ ପରେ ଇରାନର ପ୍ରତିଆକ୍ରମଣ ।

ଇସ୍ରାଏଲ ଉପରେ ୧୦୦ରୁ ଅଧିକ ମିଶାଇଲ ମାଡ଼ । ଇସ୍ରାଏଲରେ ଜଣେ ମୃତ, ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ।

ଇରାନ ପରମାଣୁ ଠିକଣା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ୍ । ଇସ୍ରାଏଲ ଓ ଇରାନ ସହ କଥା ହେଲେ ରୁଷ ରାଷ୍ଟ୍ରପତି ।

ଉଭୟ ଦେଶକୁ ଶାନ୍ତି ବଜାର ରଖିବାକୁ ପୁଟିନଙ୍କ ପରାମର୍ଶ ।