fbpx

LIC HFLରେ ଚାକିରି ସୁଯୋଗ: ୩ ଦିନ ମଧ୍ୟରେ ଅନଲାଇନରେ ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ବେକାର ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ଜୀବନ ବୀମା (ଏଲଆଇସି) ହାଉସିଂ ଫାଇନାନ୍ସ ଲିମିଟେଡ (ଏଚଏଫଏଲ) ତରଫରୁ ଏକ ଭଲ ଚାକିରି ସୁଯୋଗ ଆସିଛି । ଆସିଷ୍ଟାଣ୍ଟ ଓ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଏହି ବିଜ୍ଞାପନ ବାହାରିଛି । ଆସନ୍ତା ୨୫ ତାରିଖ ଅନଲାଇନ ଆବେଦନର ଅନ୍ତିମ ଦିବସ ରହିଛି । ମୋଟ ୮୦ଟି ପଦବୀ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୦୪.୦୮.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୨୫.୦୮.୨୦୨୨

ରେଜିଷ୍ଟ୍ରେସନ ଲିଙ୍କ: https://ibpsonline.ibps.in/licaamjul22/basic_details.php

ଲଗ୍ ଇନ୍ ଲିଙ୍କ: https://ibpsonline.ibps.in/licaamjul22/

ଅଫିସିଆଲ ନୋଟିଫିକେସନ: https://nijuktikhabar.in/wp-content/uploads/2022/08/Notification-LIC-HFL-Assistant-Assistant-Manager-Recruitment.pdf

ଅଫିସିଆଲ ୱେବସାଇଟ୍: https://www.lichousing.com/

Get real time updates directly on you device, subscribe now.