fbpx

NIOT ପକ୍ଷରୁ ବାହାରିଲା ଅନେକ ପଦବୀ: ଆସନ୍ତା ୨୮ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକ୍ନୋଲୋଜି (ଏନଆଇଓଟି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ସାଇଣ୍ଟିଷ୍ଟ-୨, ପ୍ରୋଜେକ୍ଟ ସାଇଣ୍ଟିଷ୍ଟ-୧, ପ୍ରୋଜେକ୍ଟ ସାଇଷ୍ଟିଫିକ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଟେକ୍ନିସିଆନ, ପ୍ରୋଜେକ୍ଟ ଜୁନିୟର ଆସିଷ୍ଟାଣ୍ଟ ଆଦି ୫ ପ୍ରକାର ପୋଷ୍ଟରେ ନିଯୁକ୍ତି ଦିଆଯିବ ।

ଫେବୃଆରୀ ମାସ ୨୮ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୫୦ ବର୍ଷ ହୋଇଥିବା ଆବଶ୍ୟକ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ସମସ୍ତ ପଦବୀ ପାଇଁ ଦରମା ହାର ମଧ୍ୟ ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://services.niot.res.in/RecruitmentV4/EnpRePrintOnlineApplication/Index

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-NIOT-Project-Advertisement-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.niot.res.in/niot1/

Get real time updates directly on you device, subscribe now.