ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ହାଇକୋର୍ଟରେ ଜୁନିୟର ଷ୍ଟେନୋଗ୍ରାଫର ପଦବୀ ନିମନ୍ତେ ଅନେକ ପଦବୀ ବାହାରିଛି । ଚାକିରି କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ନୋଟିଫିକେସନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।
ପଦବୀ ସଂଖ୍ୟା: ୨୨
ଦରମା: ୨୫,୫୦୦ରୁ ୮୧,୧୦୦ ଟଙ୍କା (ମାସିକ)
ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏସନ, କମ୍ପ୍ୟୁଟର ଜ୍ଞାନ
ଆବେଦନ ଫିସ୍: ୫୦୦ ଟଙ୍କା, (ଏସସି, ଏସଟି, ପିଡବ୍ଲ୍ୟୁଡିଙ୍କ ପାଇଁ ଛାଡ଼)
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ: ୨୮.୦୩.୨୦୨୨
ଅନଲାଇନ୍ ଆବେଦନ ଅନ୍ତିମ ତାରିଖ: ୧୮.୦୪.୨୦୨୨
ଅନଲାଇନ ଆବେଦନ ଲିଙ୍କ: https://ohcrecruitment.in/apply-1.php?jobid=22
ଅଫିସିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/03/Notification-Odisha-High-Court-Junior-Stenographer-Recruitment-2022.pdf
ଅଫିସିଆଲ ୱେବସାଇଟ୍: https://www.orissahighcourt.nic.in/